ତାଲା ପଡିଲା ଜେକେ ପେପର ମିଲ

0

ରାୟଗଡା: ଜେକେ ପେପର ମିଲରେ ତାଲା ପକାଇ ଦିଆଯାଇଛି । ଆଲୋଚନ ବିଫଳ ହେବାରୁ କମ୍ପନୀ କର୍ତ୍ତୃପକ୍ଷ ତାଲା ପକାଇଥିବା ଜଣାପଡିଛି । ବିଭିନ୍ନ ଦାବି ନେଇ କର୍ମଚାରୀମାନେ ମାନେ ପୂର୍ବରୁ ୮ ଦିନ ଧରି ଆନ୍ଦୋଳନ ଚଳାଥିବା ବେଳେ ଗତକାଲି ଏକ ତ୍ରିପାକ୍ଷିକ ଆଲୋଚନା ହୋଇଥିଲା । ହେଲେ ଆଲୋଚନାରେ କିଛି ସମାଧାନ ନ ହେବାରୁ ପୁଣି ଶ୍ରମିକ ଅସନ୍ତୋଷ ଦେଖାଦେଇଥିଲେ । ଫଳରେ କମ୍ପନୀ ପକ୍ଷରୁ ତାଲା ପକାଇ ଦିଆଯାଇଛି ।

Leave A Reply