ଝରସୁଗୁଡ଼ା ବିମାନବନ୍ଦରେ ବଜ୍ରପାତ : କୌଣସି କ୍ଷୟକ୍ଷତି ହୋଇନି

ଝରସୁଗୁଡ଼ା  : ଝରସୁଗୁଡ଼ା ବିମାନବନ୍ଦର ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ଗୁରୁବାର ସନ୍ଧ୍ୟାରେ ଝରସୁଗୁଡ଼ାରେ ହଠାତ କାଳ ବୈଶାଖୀ ହୋଇଥିଲା । ଏହି ସମୟରେ ବଜ୍ରପାତ ହେବାରୁ ବିମାନ ବିନ୍ଦର ବନ୍ଦର ରନୱେ ନିକଟରେ ଥିବା ଘାସରେ ନିଆଁ ଲାଗି ଯାଇଥିଲା । ଖବରପାଇ ଝାରସୁଗୁଡ଼ା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହି ଅଗ୍ନିକାଣ୍ଡରେ ବିମାନବନ୍ଦର କୌଣସି କ୍ଷୟ କ୍ଷତି ହୋଇନଥିବା ଜଣା ପଡ଼ିଛି ।

Comments are closed.