ଜେଇଇ ମେନ୍‍ ଆଡମିଟ୍‍ କାର୍ଡ ଡାଉନ୍‌ଲୋଡ୍‌ ପାଇଁ ଏନ୍‌ଟିଏର ବିଜ୍ଞପ୍ତି

ଭୁବନେଶ୍ୱର : ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍‍ ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିବା ବିଦ୍ୟାର୍ଥୀ ଆଡମିଟ୍‍ କାର୍ଡ ଡାଉନ୍‍ଲୋଡ଼ କରିବାକୁ ନ୍ୟାସ୍‍ନାଲ ଟେଷ୍ଟ୍ରିଂ ଏଜେନ୍ସି(ଏନ୍‍ଟିଏ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରବେଶିକା ପରୀକ୍ଷା ସେପ୍ଟେମ୍ବର ୧ରୁ ଆରମ୍ଭ ହୋଇ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀ ୱେବସାଇଟ୍‍ (www.jeemain.nta.nic.in)କୁ ଯାଇ ନିଜ ନିଜର ଆଡମିଟ୍‍ କାର୍ଡ ଡାଉନଲୋଡ଼ କରିବାକୁ କୁହାଯାଇଛି।

Comments are closed.