‘ପେଥାଇ’ ପ୍ରଭାବରେ ବର୍ଷା ; ନଷ୍ଟ ହେଲା ଏକର ଏକର ଧାନ

0

ଜୟପୁର : ଆନ୍ଧ୍ରପ୍ରଦେଶ ଅଭିମୁଖେ ଆସୁଥିବା ପେଥାଇ ବାତ୍ୟା ଯୋଗୁଁ କୋରାପୁଟ ଜିଲା ଜୟପୁରରେ ଲଗାଣ ବର୍ଷା ହୋଇଛି। ଏହାକୁ ନେଇ ଆଦିବାସୀ ଚାଷୀ ଚିନ୍ତାରେ ରହିଛନ୍ତି। କାରଣ ଏହି ସମୟରେ ଚାହୀ ଜମିରେ ଧାନ କାଟି ରଖିଥିଲା। ଯାହାକୁ ନେଇ ଚାଷୀ ପ୍ରସ୍ତୁତ ନଥିବା ଜଣାପଡିଛି। ଏଭଳି ଲଗାଣ ବର୍ଷା କାରଣରୁ ଧାନ ଗଜା ହୋଇଯିବା ଚାଷୀ ଆଶଙ୍କା କରିଛନ୍ତି। ଆନ୍ଧ୍ରପ୍ରଦେଶ ଅଭିମୁଖେ ଆସୁଥିବା ପେଥାଇ ବାତ୍ୟା ଯୋଗୁଁ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ଲଗାଣ ବର୍ଷା ଲାଗିରହିଛି।

Leave A Reply