ପୁଲଓ୍ୱାମାରେ ସିଆରପିଏଫ ଟିମ୍ ଉପରକୁ ଆତଙ୍କବାଦୀଙ୍କ ଗୁଳିମାଡ : ୨ ଯବାନ ସହିଦ, ୫ ଆହତ

ପୁଲଓ୍ୱାମା : ଜମ୍ମୁ-କାଶ୍ମୀରର ପୁଲଓ୍ୱାମାରେ ଆତଙ୍କବାଦୀମାନେ ସିଆରପିଏଫ ଟିମ୍ ଉପରକୁ ଆକ୍ରମଣ କରିଛନ୍ତି। ପୁଲଓ୍ୱାମା କାନ୍ଧୀଜଲରେ ଥିବା ସିଆରପିଏଫର ୧୧୦ ବାଟାଲିୟନ ଓ ଜମ୍ମୁ-କାଶ୍ମୀର ପୁଲିସ ଉପରେ ଏହି ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଏହି ଆତଙ୍କବାଦୀ ଆକ୍ରମଣରେ ୨ଜଣ ଯବାନ ସହିଦ ହୋଇଥିବାବେଳେ ୫ ଜଣ ଯବାନ ଆହତ ହୋଇଛନ୍ତି ।

Comments are closed.