ଆମ୍ବୁଲାନ୍ସ କର୍ମଚାରୀଙ୍କ ସାଧୁତା ; ଥାନାରେ ଦେଲେ ଖୁଚୁରା ଭର୍ତି ଥଳି

ବାଲେଶ୍ୱର : ଆମ୍ବୁଲାନ୍ସ କର୍ମଚାରୀଙ୍କ ସାଧୁତା । ବାଲେଶ୍ୱରରୁ ଜଳେଶ୍ୱର ଫେରୁଥିବା ଏକ ୧୦୮ ଆମ୍ବୁଲାନ୍ସ ୬୦ନମ୍ବର ଜାତୀୟ ରାଜପଥରୁ ଦୁଇଟି ଖୁଚୁରା ଭର୍ତି ଥଳି ପାଇଥିଲେ। ଦୁଇଟି ବ୍ୟାଗ ପଇସା ଭର୍ତି ହୋଇ ସିଲେଇ ପକା ଯାଇଛି। ତେଣୁ କୌଣସି ସରକାରୀ ଗାଡିରେ ଖୁଚୁରା ପଇସା ଗଲାବେଳେ ଖସିପଡ଼ିଥିବାର ଅନୁମାନ କରି ଆମ୍ବୁଲାନ୍ସର ତିନି କର୍ମଚାରୀ ଜଳେଶ୍ୱର ଥାନାରେ ଦୁଇଟି ବ୍ୟାଗକୁ ଜମା ଦେଇଛନ୍ତି। ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କ ସାଧୁତା କୁ ପ୍ରଶଂସା କରାଯାଇଛି।

Comments
Loading...