ଯାଜପୁର ପୁଲିସ ପକ୍ଷରୁ ୬୧ତମ ସହିଦ ଦିବସ ପାଳିତ

ଯାଜପୁର : ଯାଜପୁର ଜିଲା ପୁଲିସ ପକ୍ଷରୁ ବୁଧବାର ୬୧ତମ ସହିଦ୍ ଦିବସ ପାଳନ କରାଯାଉଛି। ପାଣିକୋଇଲି ସ୍ଥିତ ଜିଲା ପୁଲିସ ମୁଖ୍ୟାଳୟରେ ପାଳନ କରାଯାଇଛି । ଆଜି ମୁଖ୍ୟଅତିଥି ଭାବେ ଜିଲାପାଳ ଚକ୍ରବତୀ ସିଂ ରାଠୋର, ଏସ୍ପି ଚରଣ ସିଂ ମିନା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଅକ୍ଷୟ କୁମାର ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ (କଳିଙ୍ଗନଗର) ସନ୍ତୋଷ କୁମାର ମିଶ୍ର ପ୍ରମୁଖ ପୁଷ୍ପ ମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

Comments are closed.