ଗଛ ପଡି ରାସ୍ତା ବନ୍ଦ

ଯାଜପୁର  : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ର ଅଣ୍ଟିଆ ଗ୍ରାମ ପଂଚାୟତର ତଳସାହି ଗ୍ରାମ ମୁଣ୍ଡରେ ଏକ ପୁରାତନ ବର ଗଛ ଲଗାଣ ବର୍ଷାରେ ଉପୁଡି ରାସ୍ତା ବନ୍ଦ ହୋଇଛି। ଫଳରେ ଗମନାଗମନରେ ବାଧା ଦୃଷ୍ଟି ହେବା ସହ ଗ୍ରାମକୁ ଯିବା ରାସ୍ତାରେ ପଡି ଥିବାରୁ ଗ୍ରାମକୁ ଯାତାୟାତ ବନ୍ଦ ରହିଛି।

 

 

Comments are closed.