ଜାଲ ସାର୍ଟିଫିକେଟ ରାକେଟ, ୩ ଗିରଫ

ଯାଜପୁର: ଭିନ୍ନକ୍ଷମ ଭତ୍ତା ପାଇଁ ଜାଲ ସାର୍ଟିଫିକେଟ ପ୍ରସ୍ତୁତି ଅଭିଯୋଗ ହୋଇଛି। ଜାଲ ସାର୍ଟିଫିକେଟ ପ୍ରସ୍ତୁତି କରୁଥିବା ଅଭିଯୋଗରେ ଯାଜପୁର ପୁଲିସ ୩ ଜଣଙ୍କୁ ଗିରଫ କରିଛି। ନକଲି ଷ୍ଟାମ୍ପ ଓ ପ୍ୟାଡ ବ୍ୟବହାର କରି ଭିନ୍ନକ୍ଷମ ଭତ୍ତା ପାଇଆା ପାଇଁ ସାର୍ଟିଫିକେଟ ପ୍ରସ୍ତୁତି ହୋଇଥିବା ଅଭିଯୋଗ ଆସିଛି। ଅଭିଯୋଗ ପାଇବା ପରେ ବିଭିନ୍ନ ସ୍ଥାନରୁ ଚଢ଼ାଉ କରି ୩ଜଣଙ୍କୁ ଗିରଫ ଯାଜପୁର ପୁଲିସ ଗିରଫ କରିଥିବା ସୂଚନା ମିଳିଛି।

Comments are closed.