ବାଣ ବିସ୍ଫୋରଣରେ ବପା ଓ ପୁଅ ଗୁରୁତର

ଯାଜପୁର :  ଯାଜପୁର ଜିଲା ବିଞ୍ଝାରପୁର ବାଛଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବାଣ ବିସ୍ଫୋରଣରେ ବାପ ଓ ପୁଅ ଗୁରୁତର ହୋଇଥିବା ଜଣାପଡ଼ିଛି ।

ବାପ ଓ ପୁଅ ବାଣ ଭିଡ଼ିବା ସମୟରେ ବିସ୍ଫୋରଣ ହୋଇଥିଲା ।  ଏଥିରେ ଆଜବେଷ୍ଟସ୍ ଘର ଭାଙ୍ଗିବା ସହ ବାପ ଓ ପୁଅ ଗୁରୁତର ହୋଇଥିଲେ।  ଗୁରୁତର ଅବସ୍ଥାରେ ବାପା ଓ ପୁଅଙ୍କୁ ଉଦ୍ଧାର କରାଯାଇ  କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯଇଛି ।

Comments are closed.