ପାରାଦୀପ ବନ୍ଦରରେ ଜାହଜରୁ ଖସିପଡି ଜାହାଜର କର୍ମଚାରୀ ମୃତ , ଜଣେ ଗୁରୁତର

0

ପାରାଦୀପ: ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଏମ୍ ଭି ଲାଡ଼େନ ଜାହାଜର ହାଚ ମଧ୍ୟରେ ଦୁର୍ଘଟଣା  ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି ।

ପାରାଦୀପ ବନ୍ଦର ପୋତାଶ୍ରୟରେ ଅଟକି ରହିଥିବା ଏମ୍.ଭି. ଲାଡୋନା-୧ ଜାହାଜରୁ କୋଇଲା ବୋଝେଇ  ହେଉଥିଲା । ଏହି ସମୟରେ ହାଚ୍‌ରୁ  ପାଣିକୁ ଖସିପଡି ନୁଆଦିଲ୍ଲୀର ହର୍ଣଲ୍ ତନ୍ମୟଙ୍କର ମୃତ୍ୟୁ ହୋଇଯାଇଛି । ଜାହାଜର ମୁଖ୍ୟ ଅଧିକାରୀ ଥିବା  ଲକ୍ଷ୍ନୌ ଅଂଚଳର ଫାଇଜଲ୍ ରିଜୱାନ୍  ଗୁରୁତର ହୋଇଛନ୍ତି ।

Leave A Reply