ରାଜସ୍ୱ ନିରୀକ୍ଷକଙ୍କ ଘରେ ଭିଜିଲାନ୍ସ ଚଢାଉ

ଜଗତସିଂହପୁର : ଲାଞ୍ଚ ନେବା ସମୟରେ ଜପା ସର୍କଲ ରାଜସ୍ୱ ନିରୀକ୍ଷକ ସମୀର ମଲ୍ଲିକ ଆଜି ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଜମି ମ୍ୟୁଟେସନ ପାଇଁ ଜଣେ ବ୍ୟକ୍ତିଙ୍କ ନିକଟରୁ ୧୦ ହଜାର ଟଙ୍କା ନେଉଥିଲେ ବୋଲି ଜଣାପଡିଛି। ଆରଆଇଙ୍କ କାର୍ଯ୍ୟାଳୟ ସମେତ ୩ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଉଛି। ଚଢାଉ ଜାରି ରହିଥିବାରୁ ଅଧିକ ଖବର ହସ୍ତଗତ ହୋଇ ପାରି ନାହିଁ।

Comments are closed.