ନାନକାରରେ ରକ୍ତଦାନ ଶିବିର

ଜଗତପୁର : ଓଡ଼ିଶା ମୋ ପରିବାର ଜୀବନବିନ୍ଦୁ ଆନୁକୁଲ୍ୟରେ ଜଗତପୁର ୪୯ନଂ ୱାର୍ଡ଼ ନାନକାର ଶିବ ମନ୍ଦିର ନିକଟରେ ମଙ୍ଗଳବାର ରଜ ସଂକ୍ରାନ୍ତି  ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ, କର୍ପୋରେଟର ଦୟାନିଧି ନାୟକ, ୱାର୍ଡ଼ ସଭାପତି ନବ କିଶୋର ସ୍ୱାଇଁ, ନଗର କମିଟି ଉପ ସଭାପତି ଦିଲ୍ଲିପ କୁମାର ଜେନା, ୱାର୍ଡ଼ ମହିଳା ସଭାପତି କଳ୍ପନା ଜେନାଙ୍କ ସମେତ ଯୁବ, ଛାତ୍ର, ମହିଳା ବିଜେଡି କର୍ମକର୍ତା ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ରକ୍ତଦାନ ଶିବିର।

Comments are closed.