ଜଗନ ମୋହନ ରେଡ୍ଡୀ ହେବେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ

ବିଜୟୱାଡ଼ା: ୱାଇଏସଆର କଂଗ୍ରେସ ମୁଖ୍ୟ ଜଗନ ମୋହନ ରେଡ୍ଡୀ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ମେ ୩୦ରେ ଶପଥ ଗ୍ରହଣ କରିବେ। ବିଜୟୱାଡ଼ାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଆନ୍ଧ୍ର ପ୍ରଦେଶରେ ଏପ୍ରିଲ ୧୧ରେ ହୋଇଥିବା ବିଧାନ ସଭା ନିର୍ବାଚନରେ ବିପୁଳ ବିଜୟ ହାସଲ ପରେ ସେ ଏହି ଘୋଷଣା କରିଛନ୍ତି।

ୱାଇଏସଆର କଂଗ୍ରେସକୁ ୭୪ଟି ଆସନ ମିଳିଥିବା ବେଳେ ୭୬ଟି ଆସନରେ ଅଗ୍ରଣୀ ରହିଛି।

Comments are closed.