କୁଖ୍ୟାତ ଆତଙ୍କବାଦୀ ହିଲାଲ ନାଇକୁ ଗିରଫ

ଶ୍ରୀନଗର : ଜାମ୍ମୁ କାଶ୍ମୀରର ଅନନ୍ତନାଗ ଜିଲାରେ ସୋମବାର ପୁଲିସ୍‍ ଜୈଶ-ଇ-ମହମ୍ମଦ (ଜେଇଏମ) ଆତଙ୍କବାଦୀ ହିଲାଲ ନାଇକୁକୁ ଗିରଫ କରିଛି। ସୂଚନା ଅନୁସାରେ ନାଇକୁ ଅନନ୍ତନାଗ ଜିଲାର ଡୋରୁ ଅଞ୍ଚଳରୁ ଗିରଫ ହୋଇଛି। ତା ନିକଟରୁ ପୁଲିସ୍‍ ବନ୍ଧୁକ ଓ ଗୋଳା, ବାରୁଦ ଜବତ କରିଛି। ସୁରକ୍ଷା କର୍ମୀ ଏବେ ନାଇକକୁ ପଚରାଉଚୁରା କରୁଛନ୍ତି।

Comments are closed.