ଜମ୍ମୁ-କାଶ୍ମୀରରେ ୪.୬ ତୀବ୍ରତାର ଭୂକମ୍ପ

0

ଶ୍ରୀନଗର : ଜମ୍ମୁ-କାଶ୍ମୀରରେ ରବିବାର ୪.୬ ତୀବ୍ରତାର ଭୁକମ୍ପ ଅନୁଭୂତ ହୋଇଛି। ଯାହାକୁ ନେଇ ଭୟରବାତାବରଣ ସୃଷ୍ଟି ହୋଇଛି । ରବିବାର ସକାଳେ ଭୂମିକମ୍ପ ସମୟରେ ଲୋକେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ । ତେବେ ମୃତାହତଙ୍କ ନେଇ ସଠିକ ତଥ୍ୟ ଜଣାପଡି ନାହିଁ।
ଏହା ପୂର୍ବରୁ ସେପ୍ଟେମ୍ବର ମାସରେ ମଧ୍ୟ ରାଜ୍ୟରେ କ୍ରମାଗତ କିଛି ଦିନ ପାଇଁ ଭୁକମ୍ପ ଅନୁଭୂତ ହୋଇଥିଲା।

Leave A Reply