ଆଇଟିଆଇ ଅନଲାଇନ ପରୀକ୍ଷାକୁ ବିରୋଧ

0

ବ୍ରହ୍ମପୁର :  ରାଜ୍ୟରେ ଥିବା ସମସ୍ତ ଆଇଟିଆଇ କଲେଜ ଗୁଡିକରେ ଅନଲାଇନ ପରୀକ୍ଷାକୁ ବିରୋଧ କରାଯାଇଛି । ଗଞ୍ଜାମ ଜିଲା ଆଇଟିଆଇ କଲେଜ ସମ୍ମୁଖରେ ଅଲ୍‍ ଇଣ୍ଡିଆ ଡେମୋକ୍ରେଟିକ ଷ୍ଟୁଡେଣ୍ଟ ଅର୍ଗାନାଇଜେସନ ଦ୍ୱାରା ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଅନଲାଇନ ପରୀକ୍ଷା ହେବାଦ୍ୱାରା ବହୁ ଛାତ୍ରଛାତ୍ରୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ବିକ୍ଷୋଭକାରୀ କହିଛନ୍ତି। ସଂଗଠନର ଛାତ୍ରୀଛାତ୍ରୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଆରଡିସିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।

Leave A Reply