ରାଘବ ବହଲ୍‍ଙ୍କ ଘରେ ଆଇଟି ରେଡ୍‍

0

ନୂଆଦିଲ୍ଲୀ: ନେଟ୍‍ୱର୍କ ୧୮ ଗ୍ରୁପ୍‍ ଓ କ୍ୱିଣ୍ଟ ନ୍ୟୁଜ୍‍ ପୋର୍ଟାଲ୍‍ର ପ୍ରତିଷ୍ଠାତା ରାଘବ ବହଲ୍‍ଙ୍କ ନୋଇଡ଼ା ସ୍ଥିତ ବାସଭବନ ଓ କାର୍ଯ୍ୟାଳୟ ଉପରେ ଆୟକର ବିଭାଗ ପକ୍ଷରୁ ଚଢ଼ଉ ହୋଇଛି। ଆୟକର ଖିଲାପ ଅଭିଯୋଗରେ ତାଙ୍କ ଘର ଉପରେ ଚଢ଼ଉ ହୋଇଛି। ଦିଲ୍ଳୀ ଆଖପାଖ ଅଞ୍ଚଳରେ ଅନ୍ୟ କେତେକଙ୍କ ଘରେ ମଧ୍ୟ ଆୟକର ବିଭାଗ ପକ୍ଷରୁ ଚଢ଼ଉ ହୋଇଛି।

Leave A Reply