କେନ୍ଦ୍ରୀୟ ଡ଼େପୁଟେସନରୁ ଫେରିଲେ ପ୍ରବୀଣ କୁମାର; ଆଇଜି (ପର୍ସନେଲ୍) ଭାବରେ ନିଯୁକ୍ତି

ଭୁବନେଶ୍ବର: କେନ୍ଦ୍ରୀୟ ଡ଼େପୁଟେସନରୁ ଫେରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ପ୍ରବୀଣ କୁମାର । କେନ୍ଦ୍ରୀୟ ଡ଼େପୁଟେସନରୁ ଫେରିବା ପରେ ତାଙ୍କୁ ଆଇଜି (ପର୍ସନେଲ୍) ଭାବରେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

୨୦୦୨ ବ୍ୟାଚ୍ ଆଇପିଏସ୍ ଶ୍ରୀ କୁମାର ୨୦୧୭ ମସିହାରେ କେନ୍ଦ୍ରୀୟ ଡ଼େପୁଟେସନରେ ଯାଇଥିଲେ । ସେଠାରେ ସେ ଏନ୍ଆଇଏ (ନେସନାଲ ଇନଭେଷ୍ଟିଗେଟିଭ୍ ଏଜେନ୍ସି)ର ଡ଼ିଆଇଜି ଭାବରେ ନିଯୁକ୍ତି ପାଇଥିଲେ ।

Comments are closed.