ଆଇପିଏଲ୍‌ : ନିଲାମ ପାଇଁ ଖେଳାଳିଙ୍କୁ ଛାଡ଼ିଲେ ଦଳ

ନୂଆଦିଲ୍ଲୀ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୦ ସଂସ୍କରଣ ନିମନ୍ତେ ଖେଳାଳି ନିଲାମ ଆସନ୍ତା ମାସରେ ଅନୁଷ୍ଠିତ ହେବ। ଏଥିପାଇଁ ବିଭିନ୍ନ ଦଳ ସେମାନଙ୍କ କେତେକ ଖେଳାଳିଙ୍କୁ ଛାଡ଼ି ଦେଇଛନ୍ତି। ସେସବୁ ଦଳ ଓ ଖେଳାଳିଙ୍କ ତାଲିକା ନିମ୍ନରେ ପ୍ରଦାନ କରାଗଲା।
-ଚେନ୍ନଇ ସୁପର କିଙ୍ଗ୍‌ସ : ଚୈତନ୍ୟ ବିଷ୍ଣୋଇ, ଡେଭିଡ୍‌ ୱିଲି, ଧ୍ରୁବ ସୌରି, ମୋହିତ ଶର୍ମା, ସାମ ବିଲିଙ୍ଗ୍‌ସ, ସ୍କଟ୍‌ ଗୁଗେଲ୍‌ଜିନ୍‌।
ଦିଲ୍ଲୀ କ୍ୟାପିଟାଲ : ଅଙ୍କୁଶ ବାଇନ୍‌ସ, ବାନ୍ଦାରୁ ଆୟପ୍ପା, କ୍ରିସ୍‌ ମୋରିସ୍‌, କଲିନ୍‌ ଇନ୍‌ଗ୍ରାମ୍‌, କଲିନ୍‌ ମନ୍‌ରୋ, ହନୁମା ବିହାରୀ, ଜଲାଲ୍‌ ସକ୍ସସେନା, ମନ୍‌ଜୋତ୍‌ କାଲରା, ନାଥୁ ସିଂହ।
-କିଙ୍ଗ୍‌ସ ଏକାଦଶ ପଞ୍ଜାବ : ଅଗ୍ନିବେଶ ଆୟାଚି, ଆଣ୍ଡ୍ରୁ ଟାଏ, ଡେଭିଡ୍‌ ମିଲର, ମୋଏସିସ ହେନ୍‌ରିକ୍‌, ପ୍ରବିସିମରନ୍‌ ସିଂହ, ସାମ୍‌ କରନ୍‌, ବରୁଣ ଚକ୍ରବର୍ତ୍ତୀ।
-କଲକାତା ନାଇଟ୍‌ ରାଇଡର୍ସ : ଆନ୍‌ରିଚ୍‌ ନୋର୍ଟଜେ, କାର୍ଲସ ବ୍ରାଥୱେଟ୍‌, କ୍ରିସ୍‌ ଲିନ୍‌, ଜୋ ଡେନ୍‌ଲି, କେସି କାରିଅପ୍ପା, ମାଟ୍‌ କେଲି, ନିଖିଲ୍‌ ନାଏକ, ପିୟୂଷ ଚାୱଲା, ପୃଥ୍ବୀ ରାଜ ୟାରା, ରବିନ୍‌ ଉତ୍ଥପା, ଶ୍ରୀକାନ୍ତ ମୁଣ୍ଡେ।
-ମୁମ୍ବଇ ଇଣ୍ଡିଆନ୍‌ସ : ଆର୍ଯ୍ୟମାନ୍‌ ବିର୍ଲା, ଆଷ୍ଟନ୍‌ ଟର୍ଣ୍ଣର, ଇସ୍‌ ସୋଧି, ଜୟଦେବ ଉନାଦ୍‌କାତ୍‌, ଲିଆମ୍‌ ଲିଭିଙ୍ଗଷ୍ଟୋନ୍‌, ଉସାନେ ଥୋମାସ୍, ପ୍ରଶାନ୍ତ ଚୋପ୍ରା, ରାହୁଲ ତ୍ରିପାଠୀ, ଶୁଭମ୍‌ ରଂଜନେ, ଷ୍ଟୁଆର୍ଟ ବିନ୍ନି, ସୁଧେସାନ୍‌ ମିଧୁନ୍‌।
-ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର : ଆକାଶଦୀପ ନାଥ, କଲିନ୍‌ ଡି ଗ୍ରାଣ୍ଡହୋମ୍‌, ଡେଲ୍‌ ଷ୍ଟେନ୍‌, ହେନ୍‌ରିଚ୍‌ କ୍ଲାସେନ୍‌, ହିମତ ସିଂହ, ଖୁଲୱନ୍ତ ଖେଜୋରେଲିୟା, ମାର୍କସ୍‌ ଷ୍ଟୋଇନିସ୍‌, ମିଲିନ୍ଦ କୁମାର, ନାଥାନ କୌଟର୍‌ ନାଇଲ୍‌, ପ୍ରୟାସ ରାୟ ବର୍ମନ୍‌, ସିମରନ୍‌ ହେତମାୟର, ଟିମ୍‌ ସାଉଦି।
-ସନ୍‌ରାଇଜର୍ସ ହାଇଦରାବାଦ୍‌ : ଦୀପକ ହୁଡା, ମାର୍ଟିନ ଗପଟିଲ, ରିକି ଭୁଇ, ସାକିବ୍‌ ଅଲ୍‌ ହସନ୍‌, ୟୁସୁଫ ପଠାନ୍‌।

Comments are closed.