ଅନଲାଇନ ଆଇପିଏଲ ବେଟିଂ, ୧ ଗିରଫ

ଝାରସୁଗୁଡା: ଅନଲାଇନ ଆଇପିଏଲ ବେଟିଂ କରୁଥିବା ବେଳେ ଝାରସୁଗୁଡା ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଉଛି ଝାରସୁଗୁଡା ତେଲିଭଟାର ମହମ୍ମଦ ଜାହାଙ୍ଗୀର ହୁସେନ। ଉକ୍ତ ଅଭିଯୁକ୍ତ ପାଖରୁ ନଗଦ ୨୭, ୨୫୦ ଟଙ୍କା ସହିତ ୨ ମୋବାଇଲ, ଏଟିଏମ, ପାସବୁକ, କ୍ରିକେଟ ପଏଣ୍ଟ ଚାର୍ଟ ଆଦି ଜବତ କରାଯାଇଛି।

Comments are closed.