କଲକାତା ନାଇଟ୍‌ ରାଇଡର୍ସ ଓ ମୁମ୍ବଇ ଇଣ୍ଡିଆନସ୍ ମଧ୍ୟରେ ମୁକାବିଲା; ଟସ୍ ଜିତି କଲକାତାର ବୋଲିଂ ନିଷ୍ପତ୍ତି

ଆବୁଧାବି : ଆଇପିଏଲ୍‌ର ଚଳିତ ସଂସ୍କରଣରେ ବୁଧବାର ଆଉ କିଛି ସମୟ ପରେ କଲକାତା ନାଇଟ୍‌ ରାଇଡର୍ସ ଦଳର ମୁକାବିଲା ମୁମ୍ବଇ ଇଣ୍ଡିଆନ୍‌ସ ସହ ହେବ। ଆଜିର ମ୍ୟାଚରେ କୋଲକାତାର ଅଧିନାୟକ ଦିନେଶ କାର୍ତ୍ତିକ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ପିଷ୍ପତ୍ତି ନେଇଛନ୍ତି।

Comments are closed.