ଆଇପିଏଲ କ୍ରିକେଟ୍ : ରାଜସ୍ତାନ ପାଇଁ ୧୮୮ରନର ବିଜୟ ଲକ୍ଷ୍ୟ ରଖିଲା ମୁମ୍ବଇ

ମୁମ୍ବଇ: ଆଇପଏଲ ୨୦୧୯ର ୨୭ତମ ମ୍ୟାଚ ତଥା ଆଜି(ଶନିବାର)ର ପ୍ରଥମ ମ୍ୟାଚ ମୁମ୍ବଇ ଇଣ୍ଡିଆନସ୍ ଓ ରାଜସ୍ତାନ ରୟାଲସ୍ ମଧ୍ୟରେ ମୁମ୍ବଇର ୱାଙ୍ଖେଡେ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟଚରେ ମୁମ୍ବଇ ଦଳ ପ୍ରଥମେ ବ୍ୟାଟିଙ୍ଗ କରି ରାଜସ୍ତାନ ପାଇଁ ୧୮୮ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ମୁମ୍ବଇ ପକ୍ଷରୁ କ୍ବିଣ୍ଟନ ଡିକକ୍ ସର୍ବାଧିକ ୫୨ବଲରୁ ୮୧ ରନ କରିିଛନ୍ତି।

ଆଜି(ଶନିବାର)ର ଦ୍ବିତୀୟ ମ୍ୟାଚ ରୟାଲ ଚ୍ୟାଲେଞ୍ଜରସ୍ ବାଙ୍ଗାଲୋର ଓ କିଙ୍ଗସ୍ ଏକାଦସ ପଞ୍ଜାବ ମଧ୍ୟରେ ରାତି ୮ଟାରେ ପଞ୍ଜାବରେ ଖେଳାଯିବ।

Comments are closed.