କନେଷ୍ଟବଳ ନିଯୁକ୍ତି ପରୀକ୍ଷା ବେଳେ ଆଉଜଣେ ଯୁବକ ମୃତ

0

ଭବାନୀପାଟଣା :କଳାହାଣ୍ଡି ଜିଲ୍ଲାରେ ରିର୍ଜଭପୋଲିସ କନେଷ୍ଟବଳ ନିଯୁକ୍ତି ପରୀକ୍ଷା ଚାଲିଥିବା ସମୟରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।  ଶନିବାର ୫ କିଲୋମିଟର କ୍ରସ୍ ରନ୍ ଦୌଡ ଥିବା ସମୟ ହୃଦଘାତରେ ଯୁବକଙ୍କର ମୃତ୍ୟୁ ହୋଇଥିଲା । ମୃତ ଯୁବକ ଜଣଙ୍କ ହେଉଛନ୍ତି ଲାଞିଗଡ ବ୍ଲକ ବିଶ୍ୱନାଥପୁର ଥାନା ର ଗୌର ନାଏକଙ୍କ ପୁଅ ସୁଶାନ୍ତ ନାଏକ (୨୪) ।

Leave A Reply