ପୁଣି ଇଣ୍ଟରଭ୍ୟୁ ବେଳେ ୨ ଯୁବକ ଅସୁସ୍ଥ

0

ସମ୍ବଲପୁର: ପୁଣି ଇଣ୍ଟରଭ୍ୟୁରେ ୨ ଜଣ ଯୁବକ ଅସୁସ୍ଥ ହୋଇପଡିଛନ୍ତି। ଶୁକ୍ରବାର ପୁଲିସ୍ କନଷ୍ଟେବଳ ଇଣ୍ଟରଭ୍ୟୁରେ ଚାଲିଥିବା ବେଳେ ୫ କି.ମି. ଦୌଡ଼ ପ୍ରତିଯୋଗିତା ହୋଇଥିଲା। ଏଥିରେ ୨ ଜଣ ଯୁବକ ଚେତା ହରାଇ ପଡି ଯାଇଥିଲେ । ପରେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଭଲ ଥିବା ଜଣାପଡିଛି।

Leave A Reply