ହତ୍ୟା ଅଭିଯୁକ୍ତ ସହ ସେଲଫି ଉଠାଇ ଆଇଆଇସି ସସପେଣ୍ଡ

ପୁରୀ: ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଆଇଆଇସି ଜଣେ ହତ୍ୟା ଅଭିଯୁକ୍ତ ସହ ସେଲଫି ଉଠାଇ ମଙ୍ଗଳାବର ସସପେଣ୍ଡ ହୋଇଥିବା ଜଣାପଡିଛି। ସସପେଣ୍ଡ ଆଇଆଇସିଙ୍କ ନାମ ବୁଲୁ ମୁଣ୍ଡା। ଆଇଆଇସିଙ୍କ ଅଶୋଭନୀୟ ଆଚରଣ ପାଇଁ ଡିଜିପି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ହତ୍ୟା ଅଭିଯୁକ୍ତକୁ ଥାନାକୁ ନେବାବେଳେ ଆଇଆଇସି ବୁଲୁ ମୁଣ୍ଡା ତାଙ୍କ ସହ ସେଲଫି ନେଇଥିଲେ।

Comments are closed.