ପଥର ଫାଟକ ଭୁଶୁଡ଼ି ଜଣେ ଗୁରୁତର

0

ଯାଜପୁର :  ମା’ବିରଜାଙ୍କ ଜନ୍ମସ୍ଥାନ ଯାଜପୁର ବ୍ରାମହାକୁଣ୍ଡରେ ଏକ ଅଭାବନୀୟ ଘଟଣା ଘଟିଛି। ବ୍ରାମହାକୁଣ୍ଡରେ ନବନିର୍ମିତ ପଥର ଫାଟକ ଭୁଶୁଡ଼ି ଯିବାରୁ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ହେଲେ ଦେବିଦ୍ୱାରର ତୁଷାର ରଞ୍ଜନ କର। ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।

Comments
Loading...