ଭାଲୁକୁ ଧକ୍କା ଦେଇ ଦୁଇ ଆହତ

0

ନୀଳଗିରି : ଭାଲୁକୁ ଧକ୍କା ଦେଇ ଦୁଇ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ ଯେ, ରାଉରକେଲାର ବିଶ୍ବନାଥ ସିଂ ତାଙ୍କ ଶ୍ବଶୁର ଘର ନୀଳଗିରି ବ୍ଲକ ରିଂପୁର ଗ୍ରାମରେ ରହୁଥିଲେ। ବିଶ୍ବନାଥ ଓ ତାଙ୍କ ଶଳା ରାଜୁ ସିଂ ଏକ ବାଇକ ଯୋଗେ ଘରକୁ ଫେରୁଥିଲେ। ବାଘମରା ଅଞ୍ଚଳରେ ଏକ ଭାଲୁ ରାସ୍ତା ଉପରେ ସେମାନଙ୍କ ସହ ଧକ୍କା ହୋଇଥିଲା। ଉଭୟ ଗୁରୁତର ହୋଇ ରାସ୍ତା ଉପରେ ପଡିଥିବାର ସ୍ଥାନୀୟ ଲୋକେ ଦେଖି ସେମାନଙ୍କୁ ଉଦ୍ଧାର କରିଥିଲେ।

Leave A Reply