ଖଣି ମାଲିକଙ୍କ ଘର ଓ ମାଇନ୍ସରେ ଆୟକର ବିଭାଗର ଚଢଉ

0

ରାଉରକେଲା: ଖଣି ମାଲିକ ଇନ୍ଦ୍ରାଣୀ ପଟ୍ଟନାୟକଙ୍କ ମାଇନ୍ସ ଓ ଘରେ ଆୟକର ବିଭାଗ ପକ୍ଷରୁ ଚଢଉ ହେଇଛି । ଇନ୍ଦ୍ରାଣୀଙ୍କ ରାଉରକେଲାସ୍ଥିତ ଘର, କାର୍ଯ୍ୟାଳୟ ଓ ବିଭିନ୍ନ ସମେତ ମୋଟ ୧୫ରୁ ୧୬ଟି ସ୍ଥାନରେ ଚଢଉ ଜାରି ରହିଛି । ଟିକସ ଯାଞ୍ଚ ପାଇଁ ଆୟକର ବିଭାଗ ପକ୍ଷରୁ ଚଢଉ ହୋଇଥିବା ଜଣାପଡିଛି।

Leave A Reply