ଇନ୍ଦ୍ରମଣି ପାଣ୍ଡେ ଜାତିସଂଘରେ ଭାରତର ପରବର୍ତ୍ତୀ ସ୍ଥାୟୀ ପ୍ରତିନିଧି

ବରିଷ୍ଠ କୂଟନୀତିଜ୍ଞ ଇନ୍ଦ୍ରମଣି ପାଣ୍ଡେଙ୍କୁ ମିଳିତ ଜାତିସଂଘ ତଥା ଜେନେଭାରେ ଥିବା ଅନ୍ୟ ଆନ୍ତର୍ଜାତୀୟ ସଂଗଠନରେ ଭାରତର ପରବର୍ତ୍ତୀ ରାଷ୍ଟ୍ରଦୂତ ତଥା ସ୍ଥାୟୀ ପ୍ରତିନିଧି ଭାବରେ ନିଯୁକ୍ତ କରାଯାଇଛି। ୧୯୯୦ ବ୍ୟାଚ୍ ଆଇଏଫଏସ୍ ଅଧିକାରୀ ଇନ୍ଦ୍ରମଣି ଏବେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ଅତିରିକ୍ତ ସଚିବ ଅଛନ୍ତି। ସେ ଖୁବ୍ ଶୀଘ୍ର ଏହି ନୂଆ ଦାୟିତ୍ୱ ଗ୍ରହଣ କରିବେ ବୋଲି ଜଣାପଡିଛି।

Comments are closed.