ଇଣ୍ଡୋନେସିଆରେ ୭.୦ ତୀବ୍ରତାର ଭୂମିକମ୍ପ

0

ଜାକର୍ତ୍ତା : ଇଣ୍ଡୋନେସିଆର ଲୋମବୋକ ଦ୍ୱୀପରେ ରବିବାର ସନ୍ଧ୍ୟା ୬ଟା ୪୬ରେ ବଡ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୦ ରେକର୍ଡ କରାଯାଇଛି। ଏଥିରେ ଅନ୍ୟୁନ୍‍ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ସୁନାମୀ ସତର୍କ ସୂଚନା ଜାରି କରାଯାଇଛି। ଇଣ୍ଡୋନେସିଆ ବିପର୍ଯ୍ୟୟ ପରିଚାଳନା ଏଜେନ୍ସିର କହିବା ଅନୁଯାୟୀ ଭୂପୃଷ୍ଠର ୧୫ କିମି ଗଭୀରରେ ଏହି ଭୂମିକମ୍ପ ସୃଷ୍ଟି ହୋଇଛି।

Leave A Reply