୧୫ ବର୍ଷ ବୟସ୍କ ଭାରତୀୟ ବଂଶୋଦ୍ଭବ ବାଳକ ଆମେରିକାରେ ଇଞ୍ଜିନିୟରିଂ ଡିଗ୍ରୀ ଲାଭ କଲେ

0

ନ୍ୟୁୟର୍କ:  ୧୫ ବର୍ଷରେ ଜଣେ ଭାରତୀୟ ବଂଶୋଦ୍ଭବ ବାଳକ ଆମେରିକାରେ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି ।  ଆମେରିକାରେ ଥିବା ସୁନାମଧନ୍ୟ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରୁ ସେ ଏହି ଡିଗ୍ରୀ ହାସଲ କରିଛନ୍ତି । ତାନିଷ୍କ ଆବ୍ରାହମ ନାମକ ବାଳକ ବିଶ୍ୱ ବିଦ୍ୟାଳୟର ସର୍ବୋଚ୍ଚ ସମ୍ମାନ ବି ହାସଲ କରିଛନ୍ତି ।

ତାନିଷ୍କଙ୍କ ପିତାମାତା କେରଳର  ।  ଏବେ ତାନିଷ୍କ ଡକ୍ଟରେଟ୍‌ ପାଇଁ ପଢା ପଢି କରୁଛନ୍ତି ।  କେବଳ ସେତିକି ନୁହେଁ , ପୋଡି ଯାଇଥିବା ଲୋକଙ୍କୁ ସ୍ପର୍ଶ  ନ କରି ତାଙ୍କ ହୃଦ ସ୍ପନ୍ଦନ ମାପିବା ପାଇଁ ଏକ ଯନ୍ତ୍ର ତିଆରି କରିଛନ୍ତି ।

Leave A Reply