ନୌବାହିନୀ ହେଲିକପ୍ଟର ଦୁର୍ଘଟଣା; ବର୍ତ୍ତିଲେ ୩ କର୍ମଚରୀ

0

ଚେନ୍ନଇ : ତାମିଳନାଡୁର ରାଜାଲିଠାରେ ନୌବାହିନୀର ଏକ ଚେତକ ହେଲିକପ୍ଟର ସୋମବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ନିୟମିତ ଅଭ୍ୟାସ ସମୟରେ ଚେନ୍ନଇ ନିକଟସ୍ଥ ଆରାକୋନମ୍‍ସ୍ଥିତ ଆଇଏନ୍‍ଏସ୍‍ ରାଜାଲି ନୌଘାଟିଠାରେ ଚିଏଚ୍‍-୪୪୨ ହେଲିକପ୍ଟର ଯାନ୍ତ୍ରିକ ତ୍ରୁଟି କାରଣରୁ ଖସିପଡ଼ିଥିଲା। ହେଲିକପ୍ଟରଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବାବେଳେ ଏଥିରେ ଥିବା ତିନିଜଣ କର୍ମଚାରୀ ସୌଭାଗ୍ୟବଶତଃ ରକ୍ଷା ପାଇଯାଇଛନ୍ତି।

Leave A Reply