ଜାମ୍ମୁ କାଶ୍ମୀର : ପୁଞ୍ଚର ସରଲା ପୋଷ୍ଟ ନିକଟରୁ ଦୁଇ ଅନୁପ୍ରବେଶକାରୀ ବାଳିକା ଗିରଫ

ଶ୍ରୀନଗର :  ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାର ଖାରୀ ସେକ୍ଟରର ସରଲା ପୋଷ୍ଟ ନିକଟରୁ ଭାରତୀୟ ସେନା ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଥିବା ଦୁଇ ବାଳିକାଙ୍କୁ ଧରିଛି। ଉଭୟଙ୍କୁ ପଚରାଉଚରା କରାଯାଉଛି। ଏ ସଂପର୍କରେ ଅଧିକ ସୂଚନାକୁ ପ୍ରତୀକ୍ଷା କରାଯାଇଛି।

Comments
Loading...