ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟ୍ବେଣ୍ଟି-୨୦ : ଟିମ୍‌ ଇଣ୍ଡିଆକୁ ବିଜୟ ପାଇଁ ୩୦ବଲରେ ୫୪ରନର ଆବଶ୍ୟକ

ସିଡନୀ : ସିଡନୀରେ ରବିବାର ଖେଳାଯାଉଥିବା  ଦ୍ୱିତୀୟ ଟି -୨୦ ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ଭାରତ ସମ୍ମୁଖରେ ୧୯୫ ରନର ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ।ଏହାର ଯବାବରେ ଭାରତୀୟ ଦଳ ୧୫ଓଭର ଖେଳ ଶେଷ ସୁଦ୍ଧା ତିନୋଟି ୱିକେଟ ହରାଇ ୧୪୧ରନ ସଂଗ୍ରହ କରିଛି । ଭାରତକୁ ଆଉ ବିଜୟ ପାଇଁ ୩୦ବଲରେ ୫୪ରନର ଆବଶ୍ୟକତା ରହିଛି ।ଅଧିନାୟକ ବିରାଟ କୋହଲି ଓ ହାର୍ଦ୍ଧିକ ପାଣ୍ଡିଆ ବ୍ୟାଟିଂ ଜାରି ରଖିଛନ୍ତି ।

Comments are closed.