ପୁଣି କାଶ୍ମୀର ଗସ୍ତରେ ଆସିବେ ବିଦେଶୀ ପ୍ରତିନିଧି ଦଳ

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀର ଗସ୍ତରେ ଆଉ ଏକ ବିଦେଶୀ ପ୍ରତିନିଧି ଦଳ ଆସିବେ। ୟୁରୋପୀୟ ରାଷ୍ଟ୍ର ସମେତ ୨୦ଟି ଦେଶର ରାଷ୍ଟ୍ରଦୂତ ଚଳିତ ସପ୍ତାହରେ କାଶ୍ମୀର ଗସ୍ତ କରିବେ ବୋଲି ଜଣାଯାଇଛି। ଏହା ପୂର୍ବରୁ ଜାନୁଆରୀ ୯ରେ ଆମେରିକା ରାଷ୍ଟ୍ରଦୂତ ସମେତ ୧୫ଟି ଦେଶର କୂଟନୀତିଜ୍ଞ ୨ ଦିନିଆ ଜାମ୍ମୁ-କାଶ୍ମୀର ଗସ୍ତ କରି ପରିସ୍ଥିତି ଅନୁଧ୍ୟାନ କରିଥିଲେ।

Comments are closed.