କୋକସରାରେ ମଧୁସୂଦନ ଦାସଙ୍କ ଜନ୍ମଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ 

କୋକସରା : କୋକସରା କୋର୍ଟ ପରିସରେ କୋକସରା ବାର ଆସୋସେସନ ପକ୍ଷରୁ ବାର କକ୍ଷରେ ଶୁକ୍ରବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ ହୋଇଯାଇଛି । କୋକସରା ବାର ଆସୋସେସନର ସଭାପତି ଲକ୍ଷ୍ମୀକାନ୍ତ ଖମାରୀ,ସମ୍ପାଦକ ଲକ୍ଷ୍ମୀଧର ମେହେର, ସରକାରୀ ଆଇନଜୀବୀ ଅଜିତ କୁମାର ପଟ୍ଟନାୟକ, କୋଷାଧକ୍ଷ ପ୍ରିୟରଞ୍ଜନ ବେହେରା, ଆଇନଜୀବୀ ମନୋଜ କୁମାର ନାଏକ, ଆଇନଜୀବୀ ପଞ୍ଚାନନ ବେସ୍ରା (ନୋଟାରୀ), ଆଇନଜୀବୀ ଲଳିତ କୁମାର ଦାସ, ଆଇନଜୀବୀ ରସିକରାଜ ଦୁର୍ଗା, ଆଇନଜୀବୀ ମାନସ ରଞ୍ଜନ ସିଂ, ଆଇନଜୀବୀ ଉଗ୍ରେସନ ବାଗ, ଆଇନଜୀବୀ ସୁଜିତ ପଟ୍ଟନାୟକ, ଆଇନଜୀବୀ ସିଦ୍ଧାର୍ଥ ଠାକୁର, ଆଇନଜୀବୀ ଜଗା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.