ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟ୍ବେଣ୍ଟି-୨୦: ଭାରତ ପାଇଁ ୧୫୦ରନର ବିଜୟ ଲକ୍ଷ୍ୟ

0

ମୋହାଲି : ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ସିରିଜର ଦ୍ୱିତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍ ବୁଧବାର ମୋହାଲିରେ ଖେଳାଯାଉଛି। ଭାରତୀୟ ସମୟ ରାତି ୭ଟାରେ ଆରମ୍ଭ ହୋଇଥିବା ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ଭାରତ ପାଇଁ ୧୫୦ରନର ବିଜୟ ଲକ୍ଷ୍ୟ ଧାର୍ୟ୍ୟ କରିଛି।
ଧର୍ମଶାଳାରେ ହେବାକୁଥିବା ପ୍ରଥମ ଟ୍ବେଣ୍ଟି-୨୦ମ୍ୟାଚ୍ ବର୍ଷାଯୋଗୁଁ ଧୋଇ ହୋଇଯାଇଥିଲା। ଫଳରେ ଏହି ମ୍ୟାଚ୍ ଉପରେ ସମସ୍ତଙ୍କର ନଜର ରହିଛି।

Leave A Reply