ଭାରତ ନ୍ୟୁଜିଲାଣ୍ଡ ତୃତୀୟ ଟି ଟ୍ୱେଣ୍ଟି, ୪ ରନ୍‌ରେ ହାରିଲା ଭାରତ

0

ଓ୍ୱେଲିଂଟନ .- ନ୍ୟୁଜିଲାଣ୍ଡରେ ଚାଲିଥିବା ଭାରତ ନ୍ୟୁଜିଲାଣ୍ଡ ତୃତୀୟ ଟି ଟ୍ୱେଣ୍ଟି ମ୍ୟାଚରେ  ୪ ରନ୍‌ରେ  ଭାରତ ହାରିଯାଇଛି । ପ୍ରଥମେ ବ୍ୟାଟିଂ କରି ୨୧୨ ରନ୍‌ କରିଛି ।  ପ୍ରଥମ ଟି ଟ୍ୱେଣ୍ଟିରେ ଭାରତ ନ୍ୟୁଜିଲାଣ୍ଡ ନିକଟରୁ ପରାସ୍ତ ହୋଇଥିଲା । ଦ୍ୱିତୀୟ ଟି ଟ୍ୱେଣ୍ଟିରେ ମ୍ୟାଚ ଜିତି ଭାରତ ଏହି ଶୃଙ୍ଖଳାରେ ବରାବର ସ୍ଥିତିକୁ ଆସିଥିଲା । ତୃତୀୟ ଟି ଟ୍ୱେଣ୍ଟି ଏହି ଶୃଙ୍ଖଳା ପାଇଁ ନିର୍ଣ୍ଣାୟକ ।

ତୃତୀୟ ଟି ଟ୍ୱେଣ୍ଟିରେ ଟସ୍‌ ଜିତି  ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରିଥିଲା । ୪ ଓ୍ୱିକେଟ ହରାଇ ଦଳ ୨୧୨ ରନ୍‌ କରିଥିଲା ।   ଏହାର ଜବାବରେ ଭାରତ ୨୦ ଓଭର୍‌ରେ ୬ ଓ୍ୱିକେଟ ହରାଇ ୨୦୮ ରନ୍‌ କରିିଥିଲା ।

Leave A Reply