ଦେଶରେ ୨୪ ଘଣ୍ଟାରେ ୧୨ ହଜାର ୦୫୯ କରୋନା ଆକ୍ରାନ୍ତ ଚିହ୍ନଟ, ୭୮ ମୃତ

ନୂଆଦିଲ୍ଲୀ : ଭାରତରେ ଗତ ୨୪ ଘଣ୍ଟାରେ ୧୨,୦୫୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୮ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୫୪ ହଜାର ୯୯୬କୁ ବୃଦ୍ଧି ପାଇଛି। ଦେଶରେ ଏବେ ୧ ଲକ୍ଷ ୪୮ ହଜାର ୭୬୬ ଜଣ ସକ୍ରିୟ ରୋଗୀ ଥିବାବେଳେ ୧, ୦୫, ୨୨,୬୦୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

 

 

Comments are closed.