ଭାରତର ବ୍ୟାଟିଂ ଜାରି,୨୭ ଓଭର ଶେଷ ସୁଦ୍ଧା ୧୪୦/୧

ଲଣ୍ଡନ : ଇଂଲଣ୍ଡର ୩୩୭ରନ ଜବାବରେ ବ୍ୟାଟିଂ ଜାରି ରଖିଛି ଭାରତ । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ବେ ଟିମ୍‍ ଇଣ୍ଡିଆର ଦୁଇ ନିର୍ଭରଯୋଗ୍ୟ ବ୍ୟାଟିଂ ମହାରଥୀ ରୋହିତ ଶର୍ମା ଏବଂ ଅଧିନାୟକ ବିରାଟ କୋହଲି ଲଢୁଆ ବ୍ୟାଟିଂ ଜାରି ରଖିଛନ୍ତି । ପ୍ରଥମରୁ କେ.ଏଲ୍‍ ରାହୁଲ ଖାତା ଖୋଲିବା ପୂର୍ବରୁ ଆଉଟ୍‍ ହୋଇଥିଲେ ମଧ୍ୟ ଦୁଇ ତାରକା ବ୍ୟାଟ୍ସମ୍ୟାନ୍‍ ରୋହିତ ଶର୍ମା ଏବଂ ଅଧିନାୟକ ବିରାଟ କୋହଲି ଚମତ୍କାର ବ୍ୟାଟିଂ ଜାରି ରଖିଛନ୍ତି । ୨୭ ଓଭର ଖେଳ ଶେଷ ସୁଦ୍ଧା ରୋହିତ ଶର୍ମା ୭୫ରନ୍‍ ଏବଂ ଅଧିନାୟକ କୋହଲି ୬୪ରନ୍‍ କରି ବ୍ୟାଟିଂ ଜାରି ରଖିଛନ୍ତି।

Comments are closed.