ପୁଣେ ଟି-୨୦ରେ ଭାରତର ଦମଦାର ବିଜୟ

ପୁଣେ : ଶ୍ରୀଲଙ୍କା ବିପକ୍ଷରେ ଶେଷ ଟି-୨୦ରେ ଭାରତ ଦମଦାର ବିଜୟ ହାସଲ କରିଛି । ଶ୍ରୀଲଙ୍କାକୁ ୭୮ ରନରେ ପରାସ୍ତ କରି ଭାରତ ୨-୦ରେ ସିରିଜ ବିଜୟୀ ହୋଇଛି । ଏହା ସହିତ ଭାରତ ୨୦୨୦ରେ ପ୍ରଥମ ଟ୍ବେଣ୍ଟି-୨୦ ସିରିଜ୍ ଜିତି ତା’ର  ବିଜୟ ଅଭିଯାନ ଆରମ୍ଭ କରିଛି।

Comments are closed.