ଖ୍ରୀଷ୍ଟଚର୍ଚ୍ଚ ଟେଷ୍ଟ : ୨ୟ ଇନିଂସରେ ଭାରତର ୯୦/୬

ଖ୍ରୀଷ୍ଟଚର୍ଚ୍ଚ : ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟ ଏକ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ୩୬ ଓଭର ସୁଦ୍ଧା ସୁଦ୍ଧା ଭାରତ ୬ ୱିକେଟ ହରାଇ ୯୦ରନ ସଂଗ୍ରହ କରିଛି। ପ୍ରଥମ ଇନିଂସରେ ଭାରତ ୨୪୨ ରନରେ ଅଲ ଆଉଟ୍ ହେବାପରେ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୨୩୫ ରନରେ ଅଲ ଆଉଟ୍ ହୋଇଥିଲା।

ଅନ୍ୟପକ୍ଷରେ ଭାରତ ୨ୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ୩୬ ଓଭର ସୁଦ୍ଧା ସୁଦ୍ଧା ଭାରତ ୬ ୱିକେଟ ହରାଇ ୯୦ରନ ସଂଗ୍ରହ କରିଛି। ଭାରତ ବର୍ତ୍ତମାନ ସୁଦ୍ଧା ୯୭ ରନରେ ଆଗୁଆ ରହିଛି।

Comments are closed.