୧୧ରେ ଶପଥ ନେବେ ଇମ୍ରାନ

0

ପେଶୱାର : ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ମୁଖ୍ୟ ଇମ୍ରାନ ଖାଁ ଅଗଷ୍ଟ ୧୧ରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ସୋମବାର ଇମ୍ରାନ ନିଜେ ଏହା ଘୋଷଣା କରିଥିବା ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ପାକିସ୍ତାନ ସାଧାରଣ ନିର୍ବାଚନରେ ଇମ୍ରାନଙ୍କ ପିଟିଆଇ ସର୍ବାଧିକ ଆସନ ପାଇ ସରକାର ଗଠନ ପାଇଁ ଦାବିଦାର ହୋଇଛି। ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ୍‍ ସଂଖ୍ୟା ହାସଲ କରିବାକୁ ହେଲେ ପିଟିଆଇକୁ ଆହୁରି ୨୨ ସଦସ୍ୟଙ୍କ ସମର୍ଥନ ଦରକାର।

Leave A Reply