ରାଷ୍ଟ୍ରାୟତ୍ତ ଟିଭି, ରେଡିଓ ଉପରୁ ନିୟନ୍ତ୍ରଣ ଉଠାଇଲେ ଇମ୍ରାନ

0

ଇସଲାମାବାଦ : ଇମ୍ରାନ ଖାଁଙ୍କ ନେତୃତ୍ୱ ସରକାର ରାଷ୍ଟ୍ରାୟତ୍ତ ଟିଭି ଚାନେଲ ପାକିସ୍ତାନ ଟିଭି (ପିଟିଭି) ଓ ରେଡିଓ ପାକିସ୍ତାନ ଉପରୁ ସରକାରୀ କର୍ତ୍ତୃତ୍ୱ ଉଠାଇ ଦେଇଛନ୍ତି। ସରକାର ଏହି ଗଣମାଧ୍ୟମକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ପ୍ରଦାନ କରିଛନ୍ତି। ସୂଚନା ପ୍ରସାରଣ ମନ୍ତ୍ରୀ ଫୱାଦ ଚୌଧୁରୀ କହିଛନ୍ତି ରାଷ୍ଟ୍ରାୟତ୍ତ ଗଣମାଧ୍ୟମକୁ ସରକାର ନିଜର ବ୍ୟକ୍ତିଗତ ସମ୍ପତ୍ତି ବୋଲି ବିବେଚନା କରିବେ ନାହିଁ।

Leave A Reply