ଆଇଆଇଟି ଭୁବନେଶ୍ୱରରେ ବିଟେକ୍‌ ଡିଗ୍ରୀଧାରୀଙ୍କ ପାଇଁ ନିଯୁକ୍ତି ଆବେଦନ ସୁଯୋଗ- ଏପ୍ରିଲ ୬ ଶେଷ ତାରିଖ

 

ଭୁବନେଶ୍ୱର – ଆଇଆଇଟି ଭୁବନେଶ୍ୱରରେ ବିଟେକ୍‌ ଡିଗ୍ରୀ ଧାରୀଙ୍କ ପାଇଁ ନିଯୁକ୍ତି ସୁଯୋଗ । ପୋଗ୍ରାମ ମ୍ୟାନେଜର , ଟେକନିକାଲ ଅଫିସର୍‌ ଏବଂ ଟେକ୍‌ନିକାଲ ଷ୍ଟାଫ୍‌ଙ୍କ ପାଇଁ ନିଯୁକ୍ତି ବିଜ୍ଞାପନ ଦୈନିକ ଖବର କାଗଜ ସମାଜରେ ପ୍ରକାଶ ପାଇଛି । ଦରମା ଯଥାକ୍ରମେ ୭୫,୦୦୦ ଟଙ୍କା , ୫୦,୦୦୦ ଟଙ୍କା ଏବଂ ୩୧, ୦୦୦ ଟଙ୍କା ରହିଛି ।

ନିମ୍ନ ଲିଖିତ ଲିଙ୍କରେ୍‌ ଆବେଦନ କରିପାରିବେ ।

https://www.iitbbs.ac.in/notice/noticeb_1647607575.pdf

ପୋଗ୍ରାମ ମ୍ୟାନେଜର ପାଇଁ ବୟସ ୫୦ ବର୍ଷ ଥିବା ବେଳେ , ଟେକନିକାଲ ଅଫିସର୍‌ ସର୍ବାଧିକ ଆବେଦନର ବୟସ ସୀମା ୩୫ ବର୍ଷ ଏବଂ ଟେକ୍‌ନିକାଲ ଷ୍ଟାଫ୍‌ଙ୍କ ପାଇଁ ୩୦ ବର୍ଷ ରହିଛି ।

ଏପ୍ରିଲ ୬ ତାରିଖ ଆବେଦନର ଶେଷ ତାରିଖ । www.iitbbs.ac.in ଲିଙ୍କରେ ଅଧିକ ତଥ୍ୟ ପାଇ ପାରିବେ ।

Comments are closed.