ଆଇଇଏସ୍‌ ଟପ୍ପର ହେଲେ ଓଡିଆ ପୁଅ ଅଂଶୁମାନ

ଭୁବନେଶ୍ବର: ଓଡ଼ିଆ ପୁଅ ଅଂଶୁମାନ କାମିଲା ଇଣ୍ଡିଆନ ଇକୋନୋମିକ ସର୍ଭିସ(IES)ର ଟପ୍ପର ହୋଇଛନ୍ତି। ଶନିବାର ଆଇଇଏସ୍‌ ର ରେଜଲ୍ଟ ବାହାରିବା ପରେ ଯୋଗ୍ୟ ବିବେଚିତ ୩୨ ଜଣଙ୍କ ମଧ୍ୟରେ ଅଂଶୁମାନ ଟପ୍ପର ହୋଇଥିବା ଜଣାପଡିଛି। ଅଂଶୁମାନ ହେଉଛନ୍ତି ପ୍ରତିଷ୍ଠିତ କଣ୍ଠଶିଳ୍ପୀ ତଥା ପ୍ରାଧ୍ୟାପିକା ମିତାଲି ଚିନାରା ଏବଂ ପୂର୍ବତନ ଚିଫ ପୋଷ୍ଟମାଷ୍ଟର ଜେନେରାଲ ସନ୍ତୋଷ କାମିଲାଙ୍କ ପୁଅ। ସଫଳତାର ଶ୍ରେୟ ଅଂଶୁମାନ ଗୁରୁଜନମାନଙ୍କୁ ଦେଇଛନ୍ତି।

Comments are closed.