ଇଡ଼କୋରେ କନିଷ୍ଠ ସହାୟକ ପରିଚାଳକ ନିଯୁକ୍ତି: ନଭେମ୍ବର ୯ ଯାଏଁ ଆବେଦନ ସମୟ ବୃଦ୍ଧି

ଇଡ଼କୋରେ କନିଷ୍ଠ ଏବଂ ସହାୟକ ପରିଚାଳକ ପଦବୀରେ ନିଯୁକ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ୯ ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଉକ୍ତ ପଦବୀ ଗୁଡିକରେ ପ୍ରାର୍ଥୀମାନଙ୍କର ଦରଖାସ୍ତ ଆବେଦନର ଶେଷ ତାରିଖ ୩୦ ଅକ୍ଟୋବର ଥିଲା। ଗତକାଲି ନିଯୁକ୍ତି ପ୍ରକ୍ରିୟା ନେଇ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି।

Comments are closed.