ସୁନୀଲ ବଂଶଲଙ୍କୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଓଡ଼ିଶା ଫେରିବେ ଓଡ଼ିଶାର ନବନିଯୁକ୍ତ ପୋଲିସ ଡିଜି ସୁନୀଲ କୁମାର ବଂଶଲ । ଡେପୁଟେସନରୁ ଓଡ଼ିଶା ଫେରିବା ନେଇ ସୁନୀଲଙ୍କୁ ଅନୁମତି ଦେଇଛି କେନ୍ଦ୍ର । କେନ୍ଦ୍ର କ୍ୟାବିନେଟ ନିଯୁକ୍ତି କମିଟିରେ ଅନୁମତି ଦିଆଯାିଥିବା ଜଣାପଡ଼ିଛି । ବର୍ତ୍ତମାନ କେନ୍ଦ୍ର ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶକ ଅଛନ୍ତି ସୁନୀଲ ବଂଶଲ । ରାଜ୍ୟ ସରକାର ନିକଟରେ ତାଙ୍କୁ ନୂଆ ପୋଲିସ ଡିଜି ଭାବରେ ନିଯୁକ୍ତି ଦେଇଛନ୍ତି ।

ନୂଆବର୍ଷରେ ନୂଆ ପୋଲିସ ଡିଜି ଭାବରେ ଦାୟିତ୍ୱ ଗ୍ରହଣ କରିବେ ସୁନୀଲ ବଂଶଲ ।ଆସନ୍ତା ୩୧ ତାରିଖରେ ବର୍ତ୍ତମାନର ପୋଲିସ ଡିଜି ଅଭୟଙ୍କ କାର୍ୟ୍ୟକାଳ ସରୁଛି ।

Comments are closed.