ଆଇଏଏସ୍ ସ୍ତରରେ ଅଦଳ ବଦଳ: ପ୍ରମୋଦ ମେହେର୍ଦ୍ଦା ହେଲେ ରାଜ୍ୟପାଳଙ୍କ ସଚିବ

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ସ୍ତରରେ ଶନିବାର ଅଦଳ ବଦଳ ହୋଇଛି। ପରିବହନ ସଚିବ ପ୍ରମୋଦ ମେହେର୍ଦ୍ଦାଙ୍କୁ ରାଜ୍ୟପାଳଙ୍କ ସଚିବ ଭାବେ ଦାୟିତ୍ୱ ମିଳିଛି। ସେହିପରି ରାଜ୍ୟପାଳଙ୍କ ସଚିବ ଥିବା ମଧୁସୂଦନ ପାଢୀଙ୍କୁ ଚକବନ୍ଦୀ କମିଶନର ଭାବେ ଦାୟିତ୍ୱ ମିଳିଛି।

Comments are closed.